ସଂସଦରେ କଠୋର ଆଭିମୁଖ୍ୟ ରଖିବ ବିଜେଡି, ଲଢେଇ ଆରପାର ହେବ

Published By : Prameya-News7 Bureau | June 24, 2024 IST

ଭୁବନେଶ୍ବର ୨୪।୬: ଫ୍ଲୋର ନୁହେଁ ଏଥର ୱେଲ । ବିଜେଡି ସଂସଦରେ କଠୋର ଆଭିମୁଖ୍ୟ ରଖିବ । ଲଢେଇ ଆରପାର ହେବ । ବିଜେଡି ବିରୋଧୀ ଦଳ ଭୂମିକାରେ ବସିବ ବିଜେଡି । ଆଭିମୁଖ୍ୟ କଠୋର କରିବ ବିଜେଡି । ଆବଶ୍ୟକ ପଡିଲେ ଗୃହ ମଧ୍ୟଭାଗକୁ ଓହ୍ଲାଇବ ବିଜେଡି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ନିଷ୍ପତ୍ତି l 

ରାଜ୍ୟସଭାରେ ବିଭିନ୍ନ ପ୍ରସଙ୍ଗ ଉଠାଇବ ବିଜେଡ଼ି । ବିଶେଷ କରି ସ୍ଵତନ୍ତ୍ର ରାଜ୍ଯ ପାହ୍ୟା ମାନ୍ୟତା, ଜାତୀୟ ରାଜପଥ, ଗ୍ରାମାଞ୍ଚଳରେ ପକ୍କା ଘର, ରେଲୱ ଯୋଗାଯୋଗ ଇତ୍ୟାଦି ପ୍ରସଙ୍ଗ ଉଠାଇବ ଦଳ ।

You Can Read :

ଖାଉଟିଙ୍କୁ ହଇରାଣ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ, ପ୍ରତି ବ୍ଲକରେ ହେବ କୋଲ୍ଡ ଷ୍ଟୋର : ଖାଦ୍ୟ ଯୋଗାଣ ମନ୍ତ୍ରୀ 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.