କଟକ ୧୯।୬: ପ୍ରକାଶ ପାଇଲା ଓଡିଶା ସିନିୟର ସେକେଣ୍ଡାରୀ ଟିଚର ଇଲିଜିବିଲିଟି ଟେଷ୍ଟ (OSSTET) ପରୀକ୍ଷା ଫଳ । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି । ବୋର୍ଡ ଓ୍ବେବ୍ସାଇଟ୍ www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ।
କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ଓ୍ବେବ୍ସାଇଟରୁ ଡିଜିଟାଲ ସାର୍ଟିଫିକେଟ୍ ପାଇପାରିବେ । ନିଜ ରୋଲ୍ ନମ୍ବର ସହ ଜନ୍ମ ତାରିଖ କିମ୍ବା ରେଜିଷ୍ଟ୍ରର ଥିବା ମୋବାଇଲ ନମ୍ବର ଦେଇ ପରୀକ୍ଷାର୍ଥୀ ରେଜଲ୍ଟ ଡାଉନଲୋଡ୍ କରିପାରିବେ ।
You Can Read :