ନୀଳଗିରି ୨୦।୧୦: ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ ଅଧିକାରୀ ଭାବେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଦାୟିତ୍ବ ଦିଆଯିବା ପରେ ତାଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ତାଙ୍କ ସହ ଆଉ ତିନି ଜଣ ସହକାରୀ ସାଂଗଠନିକ ନିର୍ବାଚନ ଅଧିକାରୀ ହୋଇଛନ୍ତି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଷଡ଼ଙ୍ଗୀ । ସେ କହିଛନ୍ତି, ବିଜେପି ଦଳରେ ନିର୍ବାଚନ ଏକ ସ୍ବଭାବିକ ପ୍ରକ୍ରିୟା । ଅନ୍ୟ ଦଳ ଭଳି ବଂଶବାଦ ଦଳ ବିଜେପି ନୁହଁ । ଏହା ଏକ ଲୋକ ତାନ୍ତ୍ରିକ ପାର୍ଟି । ବିଜେପି ଡିଏନଏରେ ନିର୍ବାଚନ ରହିଛି ବୋଲି କହିଛନ୍ତି । ଶନିବାର ସେ ଏହି ଦାୟିତ୍ବ ପାଇଥିବା କହିଛନ୍ତି ।
You Can Read:
ପାଟଣା ରେଞ୍ଜରେ ହାତୀ ପଲଙ୍କ ଉପଦ୍ରବ, ଫାର୍ମ ହାଉସରେ ପଶି କଲେ ବ୍ୟାପକ ନଷ୍ଟ