ଗଛରେ ପିଟି ହେଲା ବାଇକ୍‌, ୨ ମୃତ

Published By : Prameya-News7 Bureau | September 17, 2024 IST

News7

ନୟାଗଡ଼: ଦଶପଲ୍ଲା ଥାନା ନଛିପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗଛରେ ବାଇକ୍  ପିଟିହେବାରୁ ଘଟଣାସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ ଓଡଗାଁ ଅଞ୍ଚଳର ସୂର୍ଯ୍ୟକାନ୍ତ ବେହେରା ଏବଂ ମଧ୍ୟଖଣ୍ଡର ଜ୍ଞାନରଞ୍ଜନ ସାହୁ । ଦୁଇଜଣ ସରକାରୀ ବସର ସୁପରଭାଇଜର ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.