କଟକ ୨୨।୧୧: କଟକ ବାଲିଯାତ୍ରାର ତଳ ପଡ଼ିଆରେ ଖୋଲିଛି ରୁଚି ଫ୍ରୋଜିଟ୍ର ଷ୍ଟଲ୍ । ଯେଉଁଠିକୁ ଲୋକ ମାନେ ଆସି ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟକର ଖାଦ୍ୟ ସହ ସ୍ନାକ୍ସ, ରୁଚିର ବିଭିନ୍ନ ଡ୍ରିଙ୍କ ପାଇପାରୁଛନ୍ତି । ଏଥି ସହ ଲୋକ ମାନେ ନୂଆ ନୂଆ ବେକେରି ସହ ପେଟିସ୍, ପିଜ୍ଜା ଭଳି ଖାଦ୍ୟ ଖାଉଛନ୍ତି ।
ଦୀର୍ଘ ବର୍ଷ ହେବ ରୁଚି ଏଭଳି ଷ୍ଟଲ୍ କରି ବାଲିଯାତ୍ରା ଆସୁଥିବା ଲୋକ ମାନଙ୍କୁ ଖାଦ୍ୟ ଯୋଗାଉଛି । ବାହାର ଦର ଭଳି ସାଧାରଣ ଦର ଗ୍ରାହକ ମାନଙ୍କ ପାଇଁ ରଖାଯାଇଛି । ଗ୍ରାହକ ଏହାକୁ ପସନ୍ଦ କରୁଥିବା ରୁଚି ଫ୍ରୋଜିଟ୍ ପକ୍ଷରୁ କୁହାଯାଇଛି ।
You Can Read:
ବାଲିଯାତ୍ରାରେ ଖୋଲିଛି ‘ମୁସ୍କାନ ମସଲା’ର ଷ୍ଟଲ୍, ଗୋଟିଏ କିଣିଲେ ଗୋଟିଏ ଫ୍ରି