ପଶ୍ଚିମବଙ୍ଗରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା : ଧାରଣାରେ ଏସ୍‌ସିବି ଜୁନିୟର ଡାକ୍ତର

Published By : Prameya-News7 Bureau | August 15, 2024 IST

କଟକ ୧୫।୮: ପଶ୍ଚିମବଙ୍ଗରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏସ୍‌ସିବି ଡାକ୍ତରଙ୍କ ଧାରଣା । ଛାତ୍ରୀଙ୍କୁ ନ୍ୟାୟ ଦାବିରେ କଟକ ଏସ୍‌ସିବିରେ ଧାରଣାରେ ବସିଲେ ଜୁନିୟର ଡାକ୍ତର । ୭୨ ଘଣ୍ଟା ପାଇଁ କେବଳ ଅତ୍ୟାବଶ୍ୟକୀୟ ସେବା ଜାରି ରଖିବେ । ନ୍ୟାୟ ନମିଳିଲେ ଆଗକୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରିବେ ।

You Can Read:

ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହ, ପାରାଦୀପରେ ୧୨ ଜଣ ଅଟକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.