ସାଇବର ଥାନାର ଦ୍ୱାରସ୍ଥ ହେଲେ କଣ୍ଠଶିଳ୍ପୀ ପମି ମିଶ୍ର, ଗୀତ ଚୋରି ନେଇ ପ୍ରଯୋଜନା ସଂସ୍ଥା ନାଁରେ ଅଭିଯୋଗ

Published By : Prameya-News7 Bureau | September 26, 2024 IST

ଭୁବନେଶ୍ବର ୨୬।୯: ସାଇବର ଥାନାରେ ପହଞ୍ଚିଲେ କଣ୍ଠଶିଳ୍ପୀ ପମି ମିଶ୍ର ଓ ପ୍ରଯୋଜକ କୃଷ୍ଣ ଚନ୍ଦ୍ର ବେହେରା । ଗୀତ ଚୋରି ନେଇ ପ୍ରଯୋଜନା ସଂସ୍ଥା ନାଁରେ ଅଭିଯୋଗ । ୧୪ ବର୍ଷ ତଳର ପୁରୁଣା ଗୀତକୁ ଚୋରି କରିବା ସହ ନିଜର ଦର୍ଶାଇ ବାଃ ବାଃ ନେଉଛନ୍ତି ଅନ୍ୟ ପ୍ରଯୋଜକ ଓ କଣ୍ଠଶିଳ୍ପୀ । ଏ ନେଇ ସାଇ ସାଗର କ୍ରିଏସନ୍ ଓ ପବିତ୍ର ଏଣ୍ଟରଟେନମେଣ୍ଟ ନାଁରେ ସାଇବର ଥାନାରେ ଅଭିଯୋଗ ହୋଇଛି । 

ସୋସିଆଲ ମିଡିଆରୁ ଗୀତକୁ ଡାଉନଲୋଡ୍ କରି ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ କରିଛନ୍ତି । ସଂପୃକ୍ତ ସ୍ବାମୀ, ସ୍ତ୍ରୀ ଓ ଚ୍ୟାନେଲ ନାଁରେ ବିଶିଷ୍ଟ କଣ୍ଠଶିଳ୍ପୀ ପମି ମିଶ୍ର ମାନହାନୀ ମୋକଦ୍ଦମା କରିଛନ୍ତି ।


You Can Read:

ଭୁବନେଶ୍ବର ପରେ ସମ୍ବଲପୁର ରାଜରାସ୍ତାରେ ଭାଇଗିରି, କାର୍ ଉପରେ ବସି ପତାକା ଉଡାଇ ଭିଡିଓ କଲେ ଯୁବକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.