ଚଳିତ ମାସ ଶଷ ସୁଦ୍ଧା ସରିବ ନିଗମ ବୋର୍ଡ କମିଶନ ନିଯୁକ୍ତି ପ୍ରକ୍ରିୟା: ସୁରେଶ ପୂଜାରୀ

Published By : Prameya-News7 Bureau | February 14, 2025 IST

ଭୁବନେଶ୍ବର: ଚଳିତ ମାସ ଶଷ ସୁଦ୍ଧା ସରିବ ନିଗମ, ବୋର୍ଡ ଓ କମିଶନ ନିଯୁକ୍ତି ପ୍ରକ୍ରିୟା।ବିଜେପି କୋର କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି  ରାଜସ୍ବ ମନ୍ତ୍ରୀ। ବୈଠକ ପରେ ସୂଚନା ଦେଇ ମନ୍ତ୍ରୀ ଆହୁରି କହିଛନ୍ତି ସାଂଗଠନିକ ନିର୍ବାଚନ, ରାଜ୍ୟ ସଭାପତି ଚୟନ, ୮ ମାସରେ ସରକାରଙ୍କ ଗତିବିଧି ଓ କାର୍ଯ୍ୟ ଉପରେ ନେଇ ମଧ୍ୟ ଆଲୋଚନା ହୋଇଛି। ସରକାର ଓ ସଂଗଠନ ଭିତରେ କେମିତି ସମନ୍ୱୟ ଭଲଭାବେ ରହିବ ସେନେଇ ବିସ୍ତୃତ ଆଲୋଚନା କରାଯାଇଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.