ଦୋକାନରେ ଚା’ ପିଉଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍, ଚାଲିଗଲା ୩ ଜଣଙ୍କ ଜୀବନ

Published By : Prameya-News7 Bureau | July 25, 2024 IST

ସୁବର୍ଣ୍ଣପୁର ୨୫ପିକ୍‌ଅପ୍‌ ଭ୍ୟାନ୍ ଧକ୍କାରେ ୩ ଜଣଙ୍କ ଜୀବନ ଗଲା । ଚା’ ପିଉଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମା’ ମେଟାକାନି ମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମା’ ମେଟାକାନି ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୋକାନରେ ଚା’ ପିଉଥିବା ବେଳେ ଗୋଟିଏ ପିକଅପ୍ ଭ୍ୟାନ୍ ଆସି ପିଟି ଦେଇଥିଲା । ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଲୁଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି ।

You Can Read:

ଲୁଣା ନଦୀକୁ ଗାଧୋଇବାକୁ ଯାଇ ଭାସିଗଲେ ଯୁବକ, ଖୋଜୁଛି ଅଗ୍ନିଶମ ବାହିନୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.