ଭୁବନେଶ୍ୱର ୧୫/୦୭: ମିଳିତ ବିରୋଧୀ ଦଳ ଏକାଠି ବାଲେଶ୍ୱର ଗସ୍ତ କରିବେ । କଂଗ୍ରେସ, ସିପିଆଇ, ସିପିଆଇଏମ, ସିପିଆଇଏଲ, ସମାଜବାଦୀ ପାର୍ଟି ଏକାଠି ହୋଇ ସରକାର ବିରୋଧ ରେ ଲଢ଼ିବାପାଇଁ ନିଷ୍ପତି ହୋଇଛି। ମହିଳା ନିର୍ଯାତନା ବଢିଚାଲିଛି। ଗୋପାଳପୁର ଘଟଣାରୁ ଆରମ୍ଭ କରି ସୌମ୍ୟଶ୍ରୀ ପର୍ଯ୍ୟନ୍ତ ନିର୍ଯାତନାର ଶିକାର ହୋଇଛି।
ଜୁନ ମାସରୁ ଏବିଭିପିର ଝିଅ କୁ ନ୍ୟାୟ ଦେଇପାରିଲେଣି। ସେ ଝିଅ ହତାଶ ହେଇ ଆତ୍ମାହୁତି ଦେଲା। କିନ୍ତୁ ପ୍ରଶ୍ନ ଉଠୁଛି, ସେ ପେଟ୍ରୋଲ ଆଣିଲା କୋଉଠୁ, କେହି ଅଟକାଇଲେ ନାହିଁ କାହିଁକି ଏହା ପ୍ରଶ୍ନ ସୃଷ୍ଟି କରିଛି। ବିଜେପି ସରକାର ମହିଳାଙ୍କୁ ଖୋଜିବା ପାଇଁ କମିଟି କଲେଣି । ନିଜ ଝିଅକୁ ସୁରକ୍ଷା ଦେବନି।
ସରକାର ଭାଙ୍ଗିଯିବା କଥା, ମନ୍ତ୍ରୀ, କଂଗ୍ରେସ ଓ ଅନ୍ୟ ୭ ଦଳ ଏହାକୁ ଘୋର ବିରୋଧ କରିବେ। ରାଜ୍ୟବାସୀକୁ ଅପିଲ କରୁଛୁ ସହଯୋଗ କର । ଝିଅର ହତ୍ୟା କରିଛନ୍ତି ତାଙ୍କ ଦଳ ଓ ୧୭ରେ ଓଡିଶା ବନ୍ଦ ଡାକରା ଦେଲା । କଂଗ୍ରେସ ଓ ୭ ଟି ବାମ୍ପନ୍ଥୀ ଓ ସମାଜବାଦୀ ପାର୍ଟି। ନ୍ୟାୟକିକ ତଦନ୍ତ କରିବା ପାଇଁ ଦାବି । ମନ୍ତ୍ରୀ, ସାଂସଦ ଇସ୍ତଫା ଦିଅନ୍ତୁ ଓ ଦଳରୁ ତାଙ୍କୁ ବହିଷ୍କାର କରିବାକୁ କଂଗ୍ରେସ ର ଦାବି ।