ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ କ୍ଷୟକ୍ଷତି ପ୍ରଦାନ କରାଯିବ : ରାଜସ୍ବ ମନ୍ତ୍ରୀ

Published By : Prameya-News7 Bureau | December 22, 2024 IST

ଭୁବନେଶ୍ବର ୨୨।୧୨: ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ଆକଳନ ହେବ । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଶନିବାର ଯାଏଁ ବର୍ଷା ଲାଗି ରହିଥିଲା । ଫଳରେ କ୍ଷୟକ୍ଷତି ଆକଳନ ହୋଇ ପାରିନାହିଁ । ମନ୍ତ୍ରୀ ବିଭୂତି ଜେନାଙ୍କୁ ଏନେଇ ଦାୟିତ୍ବ ଦିଆଯାଇଛି । ମନ୍ତ୍ରୀ ବିଭୂତି ଜେନା ସେହି ଅଞ୍ଚଳରେ ଅଛନ୍ତି । ସମସ୍ତ ଜିଲ୍ଲାପାଳ ତଥା ଆରଡିସିଙ୍କୁ ତଦାରଖ ପାଇଁ ଦାୟିତ୍ବ ଦିଆଯାଇଛି । କ୍ଷୟକ୍ଷତି ଆକଳନ ଉଦାରତାର ସହ କରିବା ପାଇଁ କୁହାଯାଇଛି । ଏହାସହ ଚାଷୀଙ୍କୁ ପର୍ଯ୍ଯାପ୍ତ ପରିମାଣରେ କ୍ଷୟକ୍ଷତି ପ୍ରଦାନ କରାଯିବ ବୋଲି ସୁରେଶ ପୂଜାରୀ କହିଛନ୍ତି ।

You Can Read:

ଆଇନମନ୍ତ୍ରୀଙ୍କ ଘୋଷଣା, ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.