ଭାଙ୍ଗିଲା ବିଜେଡିର ସମସ୍ତ ସଂଗଠନ, ସୁପ୍ରିମୋଙ୍କ ଅନୁମୋଦନ ପରେ ଘୋଷଣା

Published By : Prameya-News7 Bureau | January 26, 2025 IST

ଭୁବନେଶ୍ୱର ୨୬।୦୧ : ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଂଗଠନ । ସାଂଗଠନିକ ନିର୍ବାଚନ ପ୍ରରିପେକ୍ଷୀରେ ସମସ୍ତ ସଂଗଠନକୁ ଭଙ୍ଗ କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଭାଙ୍ଗିଛି ସଂଗଠନ । ତେବେ ଭାଙ୍ଗିଥିବା ସଂଗଠନ ମଧ୍ୟରେ ବିଜୁ ମହିଳା ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଛାତ୍ର ଜନତା ଦଳ, ବିଜୁ ଶ୍ରମିକ ସାମୁଖ୍ୟ, ଲିଗାଲ ସେଲ୍‌ ରହିଛି । 

  • naveen patnaik
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.