OSSC ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ପ୍ରଶ୍ନପତ୍ର ପ୍ୟାକେଟ୍ ସିଲ୍ ଆଗୁଆ ଖୋଲାଥିବା ଦେଖିଲେ ପରୀକ୍ଷାର୍ଥୀ

Published By : Prameya-News7 Bureau | October 06, 2024 IST

ବାଲେଶ୍ବର ୬।୧୦: OSSCର ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହୋଇଛି । ବାଲେଶ୍ବରର ପ୍ରଜ୍ଞ୍ୟା ଭାରତୀ ସ୍କୁଲ ପରୀକ୍ଷା କେନ୍ଦ୍ରରୁ ଲିକ୍ ହୋଇଥିବା ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ । ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲାଥିବା ଅଭିଯୋଗ କରିବାରୁ ପରୀକ୍ଷାର୍ଥୀଙ୍କୁ ରୁମ୍‌ରେ ଦେଢଘଣ୍ଟା ଅଟକ ରଖିଲେ କେନ୍ଦ୍ର ପରିଚାଳକ । ପରୀକ୍ଷାରୁ ବଞ୍ଚିତ ହେଲେ ଜଣେ ପରୀକ୍ଷାର୍ଥୀ । ପୁନଃ ପରୀକ୍ଷା କରିବାକୁ ପରୀକ୍ଷାର୍ଥୀଙ୍କ ଦାବି।

You Can Read:

ଶଙ୍ଖ ଭବନରେ ବିଜେଡି ପରାମର୍ଶଦାତା କମିଟି ବୈଠକ, ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.