ବ୍ୟାଙ୍କ କର୍ମଚାରୀଙ୍କ ଦବଙ୍ଗଗିରି ! ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ଋଣ ଟଙ୍କା ଆଦାୟ ଅଭିଯୋଗ

Published By : Prameya-News7 Bureau | July 23, 2024 IST

ଧର୍ମଗଡ ୨୩।୭: ବ୍ୟାଙ୍କ କର୍ମଚାରୀଙ୍କ ଦବଙ୍ଗଗିରି ! ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ଋଣ ଟଙ୍କା ଆଦାୟ ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାନେର ଗାଁରେ ଦେଖିବାକୁ ମିଳିଛି ଅଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାନେର ଗାଁରେ ମହିଳାଙ୍କୁ ଫାଇନାନ୍ସ କମ୍ପାନୀ କର୍ମଚାରୀ ମାନେ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଲୋନ୍ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । DFD ବ୍ୟାଙ୍କ କର୍ମଚାରୀଙ୍କ ଏଭଳି ଦବଙ୍ଗଗିରି ନେଇ ଅଭିଯୋଗ ହୋଇଛି । ଲୋନ୍ ଟଙ୍କା ଆଦାୟ ପାଇଁ ଫାଇନାନ୍ସ କମ୍ପାନୀ କର୍ମଚାରୀ ମାନେ ଏଭଳି କରୁଥିବା ଅନେକ ସମୟରେ ଅଭିଯୋଗ ଆସୁଥିଲା । ବ୍ୟାଙ୍କ କର୍ମଚାରୀଙ୍କ ଦବଙ୍ଗଗିରି ନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

You Can Read:

କେନାଲକୁ ଖସିଲା କାର୍, ଉଦ୍ଧାର ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.