ବିଜେଡି ଛାଡ଼ିଲେ BMC କର୍ପୋରେଟର ବନ୍ଦିତା ପାଲ୍, ସ୍ବାମୀ ବି ଦଳକୁ କଲେ ବାଏ ବାଏ

Published By : Prameya-News7 Bureau | August 16, 2024 IST

ଭୁବନେଶ୍ବର ୧୬।୮: ବିଜେଡି ଛାଡ଼ିଲେ BMCର ୩୭ ନଂ ଓ୍ବାର୍ଡ କର୍ପୋରେଟର ବନ୍ଦିତା ପାଲ । ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର । କିଛି ରାଜନୈତିକ କାରଣ ଦର୍ଶାଇ ଦଳ ଛାଡିଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ।

ସେପଟେ ବନ୍ଦିତାଙ୍କ ସ୍ବାମୀ ତଥା ଭୁବନେଶ୍ଵର ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଅର୍ଜୁନ ବେହେରା ବିଜେଡି ହାତ ଛାଡ଼ିଛନ୍ତି ।

You Can Read:


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.