କାର୍ଯ୍ୟକର୍ତ୍ତାଙ୍କ ଘରେ ମଧ୍ୟାହ୍ନ ଭୋଜନ କଲେ ମୁଖ୍ୟମନ୍ତ୍ରୀ, ପଖାଳ ସହ ଖାଇଲେ ସ୍ପେଶାଲ ଘାଣ୍ଟ

Published By : Prameya-News7 Bureau | September 25, 2024 IST

ଭୁବନେଶ୍ବର ୨୫।୯: ଭୁବନେଶ୍ବର ପୋଖରୀପୁଟ ସ୍ଥିତ ବିଜେପି କାର୍ଯ୍ୟକର୍ତ୍ତା ବିଶ୍ଵନାଥ ସେଠୀଙ୍କ ଘରେ ମଧ୍ୟାହ୍ନ ଭୋଜନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପଖାଳ ସହ ଖାଇଲେ ସ୍ପେଶାଲ ଘାଣ୍ଟ । ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ଭୋଜନରେ ପଖାଳ ଭାତ, ଛତୁ ବେସର, ଆଳୁ ବାଇଗଣ ଭର୍ତ୍ତା, ଭେଣ୍ଡି ଭଜା, ଶାଗ ଭଜା, ଦହି ବାଇଗଣ, ସାଲାଡ଼, ପୋଟଳ କୁର୍ମା, ବଡି ଚୁରା, ଦ୍ଵିତୀୟା ଓଷା ଉପଲକ୍ଷେ ସ୍ପେଶାଲ ଘାଣ୍ଟ ଖାଇଲେ ।

You Can Read:

ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା, ବିବାହ ପାଇଁ ରାଜି ନହେବାରୁ ଥାନାର ଦ୍ବାରସ୍ଥ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.