CHSE ରେକର୍ଡ ସପ୍ଲାଏର ପୁରେନ୍ଦ୍ର କୁମାର ସେଠୀ ଗିରଫ, ଠାବ ହୋଇଥିଲା ୧୬.୭୭ଲକ୍ଷ ଟଙ୍କାର ଡିପୋଜିଟ୍

Published By : Prameya-News7 Bureau | August 29, 2024 IST

ଭୁବନେଶ୍ବର ୨୯।୮: ଗିରଫ ହେଲେ CHSE ଭୁବନେଶ୍ୱରର ରେକର୍ଡ ସପ୍ଲାଏର ପୁରେନ୍ଦ୍ର କୁମାର ସେଠୀ । ତାଙ୍କୁ ଗୁରୁବାର କୋର୍ଟ ଚାଲାଣ କରିବ ଭିଜିଲାନ୍ସ । ବୁଧବାର ଭିଜିଲାନ୍ସ ଟିମ୍ ଚଢାଉ ବେଳେ ପୁରେନ୍ଦ୍ରଙ୍କର ଭୁବନେଶ୍ୱରରୁ ୧୦ ହଜାର ସ୍କୋୟାରଫୁଟର ଗୋଟିଏ ୪ ମହଲା ଘର, ୧୬ଟି ସନ୍ଦେହଜନକ ବେନାମୀ ପଟ୍ଟା, ୧୬.୭୭ଲକ୍ଷ ଟଙ୍କାର ଡିପୋଜିଟ୍ ଠାବ ହେବା ସହ ଘରୁ ୧.୭୦ଲକ୍ଷ ଟଙ୍କା ଜବତ ହୋଇଥିଲା । ୨ଟି ଚାରି ଚକିଆ ଗାଡି ସହ ୫ଟି ଦୁଇ ଚକିଆ ଗାଡି ଠାବ ହୋଇଥିଲା ।

You Can Read:

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କାଉ ମଡ଼କ, ବାର୍ଡ ଫ୍ଲୁ ସନ୍ଦେହ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.