ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କାଉ ମଡ଼କ, ବାର୍ଡ ଫ୍ଲୁ ସନ୍ଦେହ

Published By : Prameya-News7 Bureau | August 29, 2024 IST

ଜଗତସିଂହପୁର ୨୯।୮: ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କାଉ ମଡ଼କ ଦେଖିବାକୁ ମିଳିଛି । କେତେକ ସ୍ଥାନରେ କାଉ ମରି ପଡିଥିବା ବେଳେ ଆଉ କେଉଁଠି ତଳେ ପଡି ଛଟପଟ ହେଉଥିବା ଦେଖିବାକୁ ମିଳିଛି । 

ତେବେ ପିପିଲିରେ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଥିବା ବେଳେ ଜଗତସିଂହପୁର ଜିଲ୍ଲାରେ କାଉ ମଡ଼କକୁ ନେଇ ସାଧାରଣରେ ବାର୍ଡ ଫ୍ଲୁ ସନ୍ଦେହ କରାଯାଉଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

You Can Read:

ସମ୍ବର ମାଂସ ମିଳିବା ଘଟଣା ଆକ୍ସନ, ଢାବାକୁ ସିଲ୍ କଲା ପ୍ରଶାସନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.