ବାଲୁଗାଁଠୁ ନଖରା ପର୍ଯ୍ୟନ୍ତ ବ୍ରିଜ୍ କାମ ନିମ୍ନମାନର ଅଭିଯୋଗ, NHAI ଅଫିସ ଘେରାଉ କଲା କଂଗ୍ରେସ

Published By : Prameya-News7 Bureau | July 12, 2024 IST

ଭୁବନେଶ୍ବର ୧୨: NHAI ଅଫିସ ଘେରାଉ କଲା କଂଗ୍ରେସ । ବହୁ କଂଗ୍ରେସ କର୍ମୀ ଘେରାଓ କରିଥଲା । ବାଲୁଗାଁଠୁ ନଖରା ପର୍ଯ୍ୟନ୍ତ ବ୍ରିଜ୍ କାମ ନିମ୍ନମାନର ଅଭିଯୋଗ ଆଣିଛନ୍ତି । ଏହାଦ୍ବାରା ବହୁ ଧନଜୀବନ ହାନି ହେଉଛି । ନିର୍ମାଣକାରୀ କମ୍ପାନୀକୁ ଦଣ୍ଡ ସହ ବ୍ଲାକ୍ ଲିଷ୍ଟେଡ୍ କରାଯାଉ ବୋଲି କଂଗ୍ରେସ ଦାବି କରିଛି । 

ଏ ସମ୍ପର୍କରେ NHAIର ରିଜିଓନାଲ ହେଡ୍ ବୀରେନ୍ଦ୍ର ସିଂ କହିଛନ୍ତି, ଆମେ ଆଗକୁ କାର୍ଯ୍ୟାନୁଷ୍ଠାନ ନେବୁ । ଯାହା କରିବା କଥା କରିବୁ ।

You Can Read:

ରାଜ୍ୟରେ ଡେଙ୍ଗୁ ସ୍ଥିତି ସଙ୍ଗୀନ : ଏପର୍ଯ୍ୟନ୍ତ ଟିହ୍ନଟ ହେଲେଣି ୫୧୬ ଜଣ ଆକ୍ରାନ୍ତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.