ଭିଜିଲାନ୍ସ ଜାଲରେ ଫରେଷ୍ଟର ବିଶ୍ୱନାଥ ସୋରେନ, ଜେସିବି ମାଲିକଙ୍କ ଠାରୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ

Published By : Prameya-News7 Bureau | March 12, 2025 IST

କାମାକ୍ଷାନଗର ୧୨।୩ଭିଜିଲାନ୍ସ ଜାଲରେ ଫରେଷ୍ଟର ବିଶ୍ୱନାଥ ସୋରେନ । ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନର ଫରେଷ୍ଟର ହେଉଛନ୍ତି ବିଶ୍ୱନାଥ । ପୋଖରୀ ଖୋଳାକୁ ନେଇ ଜଣେ ଜେସିବି ମାଲିକଙ୍କ ଠାରୁ ୨୫ ହଜାର ଟଙ୍କା ଡିଲ୍ କରିଥିଲେ ଫରେଷ୍ଟର । ବୁଧବାର ବକେୟା ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ।

You Can Read:

ଆସନ୍ତା ୨୭ରେ ବିଧାନସଭା ଘେରିବ କଂଗ୍ରେସ, ନାରୀ ନିର୍ଯାତନାକୁ ଅସ୍ତ୍ର କରିବ ଦଳ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.