ମୁମ୍ବାଇ୨୬|୯: ନେପାଳ ଅଭିନେତ୍ରୀ ସେମାନେଙ୍କ ସୌନ୍ଦର୍ଯ୍ୟ ଲାଗି ସବୁବେଳେ ଚର୍ଚ୍ଚା ରହିଥାନ୍ତି। ତାଙ୍କ ସୁନ୍ଦର ଚେହେରା ଆଉ ଲୁକ୍ ପାଇଁ ଦର୍ଶକ ସେମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି। ସେମାନଙ୍କୁ ମଧ୍ୟ ଆଜି ୫ ଜଣ ଅଭିନେତ୍ରୀଙ୍କ ସଂପର୍କରେ ଜାଣିବା।
୧- କେକି ଅଧିକାରୀ- ନେପାଳରେ କେକି ଅଧିକାର ଜଣେ ଜଣାଶୁଣା ଅଭିନେତ୍ରୀ। କେକିଙ୍କ ଦମଦାର ଅଭିନୟ ଓ ଲୁକ୍ ଲାଗି ଦର୍ଶକ ତାଙ୍କୁ ଅଧିକ ପସନ୍ଦ କରିଥାନ୍ତି। ୨୭ ବର୍ଷୀୟ କେକି ଅଧିକାରୀ କାଠମାଣ୍ଡୁରେ ଜନ୍ମ ଗ୍ରହଣ କରିଥିଲେ। ନେପାଳର ବହୁ ହିଟ୍ ଫିଲ୍ମରେ ସେ କାମ କରିସାଲେଣି।
{"id":163170,"width":583,"height":875}୨- ପ୍ରିୟଙ୍କା କାର୍କି- ନେପାଳର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟ ପ୍ରିୟଙ୍କା କାର୍କି ଅନ୍ୟତମ। ପ୍ରିୟଙ୍କା ଫିଲ୍ମରେ ଅଭିନୟ କରିବା ସହ ବହୁ ଧାରାବାହିକ ମଧ୍ୟ କାମ କରିଛନ୍ତି। ପ୍ରିୟଙ୍କା ଦମଦାର ଅଭିନୟ ଲାଗି ଦର୍ଶକ ତାଙ୍କୁ ବହୁତ ପସନ୍ଦ କରନ୍ତି।
{"id":163172}୩- ମନୀଷା କୋୟରାଲା- ୧୯୮୯ ମସିହାରେ ଫେରି ବାଥ୍ୟାଲା ନେପାଳୀ ଫିଲ୍ମରେ ସେ ଏଣ୍ଟ୍ରି କରିଥିଲେ। ନେପାଳ ଫିଲ୍ମ ବ୍ୟତୀତ ବଲିଓଡରେ ମଧ୍ୟ ମନୀଷା ବହୁ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି।
{"id":163173}୪-ନିଶା ଅଧିକାରୀ- ନିଶା ଅଧିକାରୀ ମଧ୍ୟ ବଡ଼ ପରଦାରେ ସୁନ୍ଦର ଅଭିନୟ କରନ୍ତି। ଫିଲ୍ମ ବ୍ୟତୀତ ବହୁ ଧାରାବାହିକରେ ମଧ୍ୟ ନିଶା ଅଧିକାରୀ କାମ କରିଛନ୍ତି। ନିଶାଙ୍କ ସୌନ୍ଦର୍ଯ୍ୟ ପାଇଁ ସେ କେବଳ ନେପାଳ ନୁହେଁ ବରଂ ପୂରା ଦୁନିଆରେ ଲୋକପ୍ରିୟ ହୋଇପାରିଛନ୍ତି।
{"id":163174}୫- ସୃଷ୍ଟି ସ୍ରଷ୍ଟା- ୨୮ ବର୍ଷ ବୟସ୍କା ସୃଷ୍ଟିଙ୍କ ଫିଲ୍ମ କ୍ୟାରିୟରରେ ବହୁ ଦମଦାର ହିଟ୍ ସିନେମା ରହିଛି । ୨୦୧୨ ମସିହା ମିସ ନେପାଳ ବିଜୟନୀ ହେଉଛନ୍ତି ସୃଷ୍ଟି । ରୋମିୟୋ ଓ୍ୱର ମୁନା ଫିଲ୍ମରେ ସେ ଦମଦାର ଅଭିନୟ କରିଥିଲେ।
{"id":163176}