ବସ୍‌ରୁ ପ୍ରାୟ ୩ କୋଟି ଟଙ୍କାର ସୁନା ଜବତ, କଲିକତାରୁ ହାଇଦ୍ରାବାଦକୁ ହେଉଥିଲା ସ୍ମଗଲିଂ

Published By : Prameya-News7 Bureau | July 07, 2024 IST

ଭୁବନେଶ୍ବର ୭।୭: ବସ୍ ରୁ ୨ କୋଟି ୯୮ ଲକ୍ଷ ୯୦ ହଜାର ୭୮୦ ଟଙ୍କାର ସୁନା ଜବତ । କଲିକତାରୁ ସୁନା ଜବତ କଲା ଡିଆରଆଇ । ସୁନା ସ୍ମଗଲିଂ ଅଭିଯୋଗରେ ୨ ଗିରଫ । ୩୯୮୨.୨୫ ଗ୍ରାମ ଓଜନର ସୁନା ଜବତ କଲା ଡିଆରଆଇ । କଲିକତାରୁ ହାଇଦ୍ରାବାଦ ବସ୍‌ରେ ନେଉଥିଲେ ସୁନା

। ଦୁଇ ଅଭିଯୁକ୍ତ ସୁନା ନେଇ ଯାଉଥିଲେ । ଖବର ପାଇ ଡିଆରଆଇ ମାଡିବସିଲା । ଘଟଣାର ତଦନ୍ତ ଜାରି ରଖିଛି ଡିଆରଆଇ ।

You Can Read:

ଧାଡ଼ି ପହଣ୍ଡିରେ ଆସି ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି, ଦର୍ଶନ ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.