ଅଙ୍ଗ ତସ୍କରୀ ଅଭିଯୋଗ : ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ- ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ

Published By : Prameya-News7 Bureau | October 18, 2024 IST

ଭୁବନେଶ୍ବର ୧୮।୧୦: ଅଙ୍ଗ ତସ୍କରୀ ଅଭିଯୋଗ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀ କହିଛନ୍ତି, ଏ ଅଭିଯୋଗ ମୋ ପାଖକୁ ଆସିଛି । ତୁରନ୍ତ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛି I ତର୍ଜମା ଚାଲିଛି । ଏନେଇ କମିସନରେଟ୍ ପୋଲିସଙ୍କ ସହ ମଧ୍ୟ ମୁଁ କଥା ହୋଇଛି I ପୋଲିସ ବିଭାଗ ପକ୍ଷରୁ ମଧ୍ୟ ତଦନ୍ତ କରାଯାଉଛି । ଘଟଣାକୁ ଉଚ୍ଚସ୍ତରୀୟ ଅଧିକାରୀ ଟିମ୍ ତଦନ୍ତ କରୁଛନ୍ତି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ସରକାର ମଧ୍ୟ ଗୁରୁତ୍ବ ସହ ନେଇଛି ଓ ତଦନ୍ତ କରାଯିବ । ଯିଏ ଦୋଷୀ ଥିବ ତା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେବେ ସରକାର ।

You Can Read:

ଝାରପଡା ଜେଲ୍‌ରେ କଏଦୀ ମୃତ୍ୟୁକୁ ନେଇ ଉତ୍ତେଜନା : କ୍ୟାପିଟାଲ ହସ୍ପିଟାଲରେ ପରିବାର ଲୋକଙ୍କ ଧାରଣା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.