ଶ୍ରୀମନ୍ଦିରରେ ବରିଷ୍ଠ ସେବାୟତଙ୍କୁ ଆକ୍ରମଣ, ରାବିଡ଼ି ବିକାକୁ ନେଇ ଉତ୍ତେଜନା

Published By : Prameya-News7 Bureau | October 18, 2024 IST

ପୁରୀ ୧୮।୧୦: ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜ । ଶ୍ରୀମନ୍ଦିରର ବରିଷ୍ଠ ସେବାୟତଙ୍କୁ ପଶ୍ଚିମଦ୍ବାର ନିକଟରେ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣର ଶିକାର ହୋଇଛନ୍ତି ବରିଷ୍ଠ ସେବାୟତ ତଥା ସିନିୟର ସୁପରଭାଇଜର ବକ୍ସି ରାମନାରାୟଣ ପ୍ରତିହାରୀ । ଚିକିତ୍ସା ପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

ତେବେ ଆକ୍ରମଣ କରିଥିବା ଦୁର୍ବୃତ୍ତ ମନ୍ଦିର ଭିତରେ ବେଆଇନ ଭାବେ ରାବିଡ଼ି ବିକୁଥିଲେ I ତାଙ୍କୁ ବାରଣ କରିବାରୁ ଦୁର୍ବୃତ୍ତ ଜଣଙ୍କ ଆକ୍ରମଣ କରିଛନ୍ତି I 

You Can Read:

ଅଙ୍ଗ ତସ୍କରୀ ଅଭିଯୋଗ : ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ- ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.