କଟକ ୧୧।୧୧: ହାଇକୋର୍ଟରେ ଝାରସୁଗୁଡା ବିଧାନସଭା ନିର୍ବାଚନୀ ମାମଲା । ଜବାବ ଦାଖଲ ପାଇଁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଶେଷ ସୁଯୋଗ । ୭ ଦିନ ଭିତରେ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୫ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ନିର୍ବାଚନୀ ମାମଲା ଦାୟର କରିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।
You Can Read:
ବିଜେପି ଆସିବେ ୨୭ବିଜେଡି ବିଧାୟକ, ଶୀର୍ଷ ନେତୃତ୍ୱଙ୍କ ସହିତ ଯୋଗାଯୋଗରେ ଅଛନ୍ତି କଥାବାର୍ତ୍ତା ଚାଲିଛି : ସରୋଜ ପାଢ଼ୀ