ଭିଜିଲାନ୍ସ ହାବୁଡରେ ପଡିଲେ ଅମିନ, ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

Published By : Prameya-News7 Bureau | October 05, 2024 IST

ଝାରସୁଗୁଡ଼ା ୫।୧୦: ଭିଜିଲାନ୍ସ ହାବୁଡରେ ପଡିଲେ ଅମିନ । ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅମିନ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି । ଝାରସୁଗୁଡା କିର୍ମିରା ତହସିଲର ଅମିନ ଭାସ୍କର ମେହେର ମହେନ୍ଦ୍ର ଓରାମ ନାମକ ବ୍ଯକ୍ତିଙ୍କ ଠାରୁ ଜମିଜମା କାଗଜପତ୍ର କରିବାକୁ ଲାଞ୍ଚ ନେଉଥିଲେ । ଭିଜିଲାନ୍ସ  ଡିଏସ୍‌ପିଙ୍କ ନେତୃତ୍ୱରେ ମାଡି ବସିଲା ସ୍ୱତନ୍ତ୍ର ଟିମ୍ ।

You Can Read:

ଆଠଗଡ଼ ବିଜେଡ଼ିର ସମ୍ପାଦକଙ୍କୁ ପୋଲିସ ରାତି ଅଧିଆ ଉଠାଇ ଆଣିବା ଘଟଣାକୁ ନିନ୍ଦା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.