ରତ୍ନଭଣ୍ଡାର ମରାମତି ସରିବା ପରେ ହେବ ରତ୍ନର ଗଣତି ମଣତି : ଆଇନ ମନ୍ତ୍ରୀ

Published By : Prameya-News7 Bureau | December 15, 2024 IST

ପୁରୀ ୧୫।୧୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି, ୧୭ ତାରିଖରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ । ମରାମତି ସରିବା ପରେ ହେବ ରତ୍ନର ଗଣତି ମଣତି । ପୂର୍ବରୁ ଜିପିଏସ୍ ରିପୋର୍ଟ ଆସିବା ପରେ ଏଏସଆଇକୁ ଅନୁମତି ପତ୍ର ଦିଆଯାଇଥିଲା । ଛତିଶାନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା ଶେଷ ହୋଇସାରିଛି । ମରାମତି ନେଇ କାର୍ଯ୍ୟସୂଚୀ ଦାଖଲ କରିସାରିଛି ଏଏସଆଇ । ୧୭ରେ ମରାମତି କାମ ଆରମ୍ଭ ହେବା ପରେ ରତ୍ନଭଣ୍ଡାରର ଗଣତି ମଣତି ହେବ ।

You Cam Read:

କାଠଯୋଡ଼ି ପଠାରେ ମହିଳାଙ୍କୁ ହତ୍ୟା ଘଟଣାରେ ଟ୍ବିଷ୍ଟ୍ : ମିଳିଲା ମହିଳାଙ୍କ ପରିଚୟ, ହତ୍ୟାକାରୀ ସ୍ବାମୀ ଗିରଫ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.