ବନ୍ଧୁକ ମୁନରେ ଅପହରଣ ପରେ ଡକାୟତି ଯୋଜନା: ୯ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | October 26, 2023 IST

ସାନଖେମୁଣ୍ଡି ୨୬।୧୦: ଗଞ୍ଜାମ ଜିଲ୍ଲା କେ. ନୂଆଗାଆଁ ଥାନା ନୂଆପଡ଼ାର ନୃସିଂହ ପ୍ରସାଦ ପଣ୍ଡାକୁ ବନ୍ଧୁକ ମୁନରେ ଅପହରଣ ପରେ ଡକାୟତି ଯୋଜନା ଘଟଣାରେ ୯ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଇଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୁଳି, ତିନୋଟି ଖଣ୍ଡା ସମେତ ନକଲି ବନ୍ଧୁକ ଜବତ କରିଛି ପୋଲିସ । ଅଭିଯୁକ୍ତ ମାନଙ୍କ ନାମରେ ଦିଗପହଣ୍ଡି, ଆସିକା, କେ. ନୂଆଗାଁ ଥାନା ଅଞ୍ଚଳରେ ଏକାଧିକ ମାମଲା ରହିଛି ।

You Can Read :

wp:embed {"url":"https://www.prameyanews7.com/absconded-accused-arrested-again-by-badagada-police/","type":"wp-embed","providerNameSlug":"prameya-news-7"}
https://www.prameyanews7.com/absconded-accused-arrested-again-by-badagada-police/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.