ଝିରପାଣି ବସ୍ତିରେ ମାତିଲା ଦନ୍ତା, ଶୌଚ ହେଉଥିବାବେଳେ ମହିଳାଙ୍କୁ ଦଳିଦେଲା

Published By : Prameya-News7 Bureau | July 01, 2024 IST

ବଣାଇ ୦୧/୦୭: ବଣାଇ ୦୧/୦୭: କୋଇଡା ବନାଞ୍ଚଳ ଝିରପାଣି ବସ୍ତିରେ ଅଘଟଣ । ଶୌଚ ହେଉଥିବା ବେଳେ ଦଳିଦେଲା ଦନ୍ତା ହାତୀ । ମୃତକ ହେଲେ ପଚାଶ ବର୍ଷୀୟ ସାମୁଏଲ ସାଇନ୍ଦ । ଭୋର ସମୟରେ ଘଟିଛି ଅଘଟଣ । ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କଲା ବନବିଭାଗ । 

ଏହା ସହିତ ଘଟଣାର ଅଧିକ ତଦନ୍ତ ଚଳାଇଛି । ଗତ କିଛିଦିନ ହେବ ଝାରଖଣ୍ଡ ଅଂଚଳରୁ ଏକ ହାତୀ ପଲ ଆସି ଏ ଅଂଚଳରେ ବ୍ୟାପକ କ୍ଷୟ କ୍ଷତି କରୁଛନ୍ତି । ବନବିଭାଗ କର୍ମଚାରୀ ସମସ୍ତ ଚେଷ୍ଟା କରି ହାତୀପଲଙ୍କୁ ଘଉଡ଼ାଇବାରେ ସକ୍ଷମ ହେଇପାରୁନାହାନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.