କଟକ ୨୮।୦୨ : ବିଂଝାରପୁର ବିଧାନସଭା ନିର୍ବାଚନୀ ମାମଲା। ବିଧାୟିକା ପ୍ରମିଳା ମଲ୍ଲିକଙ୍କର ବଡ଼ ବିଜୟ। ପ୍ରମିଳାଙ୍କ ବିରୁଦ୍ଧରେ ଦାୟର ହୋଇଥିବା ନିର୍ବାଚନୀ ମାମଲା ଖାରଜ ହୋଇଛି । ପ୍ରତିପକ୍ଷ ବବିତା ମଲ୍ଲିକଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ । ଲୋକ ପ୍ରତିନିଧି ଆଇନ ମୁତାବକ ଦାୟର ହୋଇନଥିଲା ମାମଲା । ପ୍ରମିଳାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ଆଇନଜୀବୀ ତରଣୀ କାନ୍ତ ବିଶ୍ୱାଳ ।
ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ପ...
