ଗାଡ଼କଣରେ PM ଆବାସ ହିତାଧିକାରୀଙ୍କ ଘରେ ଖିରି ଖାଇଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | September 17, 2024 IST

ଭୁବନେଶ୍ବର ୧୭।୯: ଭୁବନେଶ୍ବର ଗାଡ଼କଣରେ ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହିତାଧିକାରୀଙ୍କ ଘରେ ଖିରି ଖାଇଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଖିରି ଖାଇଛନ୍ତି ।

ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଭୁବନେଶ୍ବର ଗାଡ଼କଣରେ PM ଆବାସ ହିତାଧିକାରୀଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ତାଙ୍କ ଘରେ ଖିରି ଖାଇଥିଲେ ପ୍ରଧାନମନ୍ତ୍ରୀ । ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଖିରି ଖାଇଥିଲେ । ଖିରି ଭଲ ହୋଇଥିବା କହିବା ସହ ଏଥିରେ କ’ଣ ସବୁ ପଡିଛି ବୋଲି ପଚାରିଥିଲେ । 


You Can Read:

ମହିଳାଙ୍କ ଆକାଉଣ୍ଟକୁ ଗଲା ‘ସୁଭଦ୍ରା’ କିସ୍ତି ଟଙ୍କା, ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.