ଭୁବନେଶ୍ବର ୧୩।୧୨: ପଠାଣି ସାମନ୍ତଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ ଘୋଷଣା । ପଠାଣି ସାମନ୍ତଙ୍କ ଜନ୍ମ ସ୍ଥାନରେ ହେବ ଏକ ପ୍ଲାନେଟୋରିୟମ୍ ।
ପୂର୍ବରୁ ଘୋଷଣା ହୋଇ ସାରିଛି ପଠାଣି ସାମନ୍ତଙ୍କ ଜନ୍ମ ସ୍ଥାନରେ ୬ କୋଟି ଟଙ୍କାରେ ନିର୍ମିତ ହେବାକୁ ଯାଉଛି ସାଇନ୍ସ ପାର୍କ । ଆଷ୍ଟ୍ରୋ ଫିଜିକ୍ସ ଓ ଆଷ୍ଟ୍ରୋନୋମି ସେଣ୍ଟର ହେବ । ରାଜ୍ୟରେ ତିଆରି ହେବ ମ୍ୟାଥମେଟିକ୍ ବିଶ୍ଵ ବିଦ୍ୟାଳୟ ।
ଟାଟା ଷ୍ଟିଲ ପକ୍ଷରୁ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ବା ୟାଟ୍ସ ୨୦୨୪-୨୫ର ୧୮ତମ ସଂସ୍କରଣରେ ଯୋଗ ଦେଇ କୃଷ୍ଣଚନ୍ଦ୍ର ପାତ୍ର ଏଭଳି କହିଛନ୍ତି ।
You Can Read:
ବର୍ଥଡେ’ ପାର୍ଟି ନାଁରେ ବୁକ୍ ହୋଇଥିଲା ହୋଟେଲ, ଭିତରେ ଚାଲିଥିଲା ଜୁଆ ଖେଳ