ଭୋଟରଙ୍କ ପାଇଁ ନିଆରା ସଚେତନତା, କବିତା ମାଧ୍ଯମରେ ବୁଝାଇଲେ କବୟିତ୍ରୀ

Published By : Prameya-News7 Bureau | May 18, 2024 IST

ବିନିକା ୧୮/୦୫: ସାଧାରଣ ନିର୍ବାଚନ ହେଉ କି ପର୍ବପର୍ବଣୀ ସବୁବେଳେ ଜବି ଓ କବିୟତ୍ରୀଙ୍କ ବିଭିନ୍ନ ପ୍ରକାର କବିତା ଆସର ହୋଇଥାଏ l ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ନିର୍ବାଚନକୁ ନେଇ ବିନିକା ଅଞ୍ଚଳର କିଛି କବି ଓ କବିୟତ୍ରି ମାନେ କବିତା ଆସର ଜମାଇଛନ୍ତି l 


ସାଧରଣ ନିର୍ବାଚନରେ କେଉଁଭଳି ଭାବରେ ନିର୍ବାଚନ ହୋଇଥାଏ, ନେତା ମାନେ କେମିତି ଘର ଘର ବୁଲି ଭୋଟ ଭିକ୍ଷା କରିଥାନ୍ତି, ଭୋଟର ମାନଙ୍କ ମନରେ କିପରି ଆଲୋଚନା ହୋଇଥାଏ ସେନେଇ କବି କବିୟତ୍ରି ମାନେ କବିତା ମାଧ୍ୟମରେ ଶୁଣାଇଛନ୍ତି l 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.