ସୁନ୍ଦରଗଡ ୩୦/୮: ସୁନ୍ଦରଗଡ ଜିଲ୍ଲା ଦୌରା ଜଜ୍ଙ୍କ କୋର୍ଟରେ ଅଭାବନୀୟ ଘଟଣା । ଦୁଷ୍କର୍ମ ମାମଲାର ଶୁଣାଣି ଚାଲିଥିବାବେଳେ ପୀଡିତାଙ୍କ ଆତ୍ମହତ୍ୟା ଉଦ୍ୟମ । ୨୦୨୧ରେ ତଳସରା ଥାନାରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ଶୁକ୍ରବାର କୋର୍ଟରେ ମାମଲାର ଶୁଣାଣି ଚାଲିଥିବାବେଳେ ପୀଡିତା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
କଂଗ୍ରେସ ପାର୍ଟିର ନୂଆ ଠିକଣା 9A-କୋଟଲା ରୋଡ୍, 'ଇନ୍ଦ...