ଭିଜିଲାନ୍ସ ଜାଲରେ CHSE ରେକର୍ଡ ସପ୍ଲାଏର ପୁରେନ୍ଦ୍ର ସେଠୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

Published By : Prameya-News7 Bureau | August 28, 2024 IST

ଭୁବନେଶ୍ବର ୨୮।୮: CHSE ଭୁବନେଶ୍ୱରର ରେକର୍ଡ ସପ୍ଲାଏର ପୁରେନ୍ଦ୍ର କୁମାର ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ । ଏକ କାଳୀନ ୩ଟି ସ୍ଥାନରେ ରେଡ୍ ଚାଲିଛି ।

ଚନ୍ଦ୍ରଶେଖରପୁର କାନନବିହାର ଫେଜ୍ ୨ରେ ଥିବା ୪ ମହଲା ଘର, ଜଗତସିଂହପୁରରେ ପୈତୃକ ଘର ସମେତ ସାମନ୍ତରାପୁର ଅଫିସ ରୁମ୍‌ରେ ଚଢଉ କରୁଛି ଭିଜିଲାନ୍ସ । ରେଡ୍‌ରେ ସାମିଲ ଅଛନ୍ତି ୩ ଜଣ DSP, ଜଣେ ଆସିଷ୍ଟାଣ୍ଟ କମାଣ୍ଟାଣ୍ଡ, ୫ ଜଣ ASI ।

You Can Read:

ଭଙ୍ଗା ହେଲା ଶଙ୍କରପୁର ବାଦାମବାଡ଼ି ପୂଜା ମଣ୍ଡପ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ସିଏମ୍‌ସିର ପଦକ୍ଷେପ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.