ଚନ୍ଦ୍ରଭାଗାରେ ବୁଡି ମହିଳା ଗୁରୁତର, ଗାଧୋଇବା ବେଳେ ଖସିଗଲା ଗୋଡ

Published By : Prameya-News7 Bureau | March 17, 2025 IST

NEWS UPDATE

କୋଣାର୍କ ୧୭/୦୩: ସମୁଦ୍ର ବୁଡି ମହିଳା ଗୁରୁତର । ଗୁରୁତର ମହିଳା ଏଗୋ ରାମା । ତାଙ୍କ ଘର ଆନ୍ଧ୍ରପ୍ରଦେଶ ଅଂଚଳରେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ସୂଚନା ଥାଉକି, ସକାଳୁ କୋଣାର୍କ ବୁଲି ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଇବା ବେଳେ ସମୁଦ୍ରରେ ଗୋଡ଼ ଖସିଯାଇଥିଲା । କୋଣାର୍କ ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର କରାଯାଇ ଗୁରୁତର ମହିଳାଙ୍କୁ ଗୋପ ମେଡିକାଲରେ ଭର୍ତ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.