ଭୁବନେଶ୍ବର: ଅଜଣା ଗାଡ଼ି ଧକ୍କାରେ ଟ୍ରାଫିକ୍ ପୋଲିସଙ୍କ ମୃତ୍ୟୁ। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଭୁବନେଶ୍ବର ଜୟଦେବ ବିହାରରେ। ଘଟଣା ସ୍ଥଳରେ ନୟାପଲ୍ଲୀ ଥାନା ପୋଲିସ୍ ମୃତ ଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ସେପଟେ ଏହି ଦୁର୍ଘଟଣା କାରଣରୁ କିଛି ସମୟ ପାଇଁ ଟ୍ରାଫିକ୍ ସମୟ ଦେଖିବାକୁ ମିଳିଥିଲା।
Updating...