ବନ୍ଧମୁଣ୍ଡା IICଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ମହିଳା କନଷ୍ଟେବଳଙ୍କୁ ଅସଦାଚରଣ !

Published By : Prameya-News7 Bureau | September 25, 2024 IST

ରାଉରକେଲା ୨୫।୯: ଖାକିରେ ଲାଗିଲା କଳଙ୍କ । ମହିଳା କନଷ୍ଟେବଳଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ବନ୍ଧମୁଣ୍ଡା ଥାନା ଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି ।

ଥାନାରେ କାର୍ଯ୍ୟରତ ଜଣେ ମହିଳା କନଷ୍ଟେବଳ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଅଶୋକ ଦାସଙ୍କୁ ବଦଳି କରାଯାଇଛି । ରାଉରକେଲା ଏସ୍‌ପି ନିଜେ ଅଭିଯୋଗର ତଦନ୍ତ କରୁଛନ୍ତି । 

You Can Read:

ଆସନ୍ତା ୨୭ରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ, ଫୋକସରେ ରହିବ ନିର୍ବାଚନ ପୋଷ୍ଟମର୍ଟମର କାରଣ ଖୋଜା କମିଟି ଚୟନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.