ୟୁନିଟ୍ ୮ OMC କଲୋନୀରେ ବଡ ଅଘଟଣ, କୋଠା ନିର୍ମାଣରେ କ୍ରେନ ଭାଙ୍ଗି ଶ୍ରମିକ ଆହତ

Published By : Prameya-News7 Bureau | September 11, 2024 IST

ଭୁବନେଶ୍ବର ୧୧/୯:ୟୁନିଟ୍‌ ୮ ସ୍ଥିତ OMC କଲୋନୀ ପରିସରରେ ଅଘଟଣ । ଆବାସିକ କୋଠା ନିର୍ମାଣ ବେଳେ ଭାଙ୍ଗିଗଲା କ୍ରେନ । କୋଠା ନିର୍ମାଣରେ ନିୟୋଜିତ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.