ମମତା ସରକାରଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା: ଡାକ୍ତରାଣୀ ହତ୍ୟା ମାମଲାର CBI ତଦନ୍ତ ନିର୍ଦ୍ଦେଶ

Published By : Prameya-News7 Bureau | August 13, 2024 IST

HT

କୋଲକାତା: ଡାକ୍ତରାଣୀ ହତ୍ୟା ମାମଲାର ହେବ ସିବିଆଇ ତଦନ୍ତ। ଏନେଇ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ। ତେବେ ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।  


Also Read: ‘ଗୁପ୍ତାଙ୍ଗ-ଆଖି, ମୁହଁରୁ ରକ୍ତ ବାହାରୁଥିଲା’, ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଖୁଲାସା


କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ଦୁଃଷ୍କର୍ମ ଓ ହତ୍ୟା ମାମଲାରେ ରାଜନୀତି ଜୋର ଧରିଛି। ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ମମତା ସରକାରଙ୍କୁ ଘେରିଛି ବିରୋଧୀ। ଏହି ମାମଲାରେ ପଶ୍ଚିମବଙ୍ଗ ସିଏମ୍‌ ମମତା ବାନାର୍ଜୀ କହିଥିଲେ ଯେ ଯଦି ରବିବାର ଅର୍ଥାତ ଅଗଷ୍ଟ ୧୮ ସୁଦ୍ଧା ସମସ୍ତ ଅଭିଯୁକ୍ତ ଧରାନପଡନ୍ତି, ତେବେ ସେ ମାମଲା ସିବିଆଇକୁ ହସ୍ତାନ୍ତର କରିଦେବେ ବୋଲି କହିଛନ୍ତି। ସିବିଆଇର ଏସବୁ ମାମଲାରେ ତଦନ୍ତର ସଫଳତା ହାର ବହୁତ କମ୍। କିନ୍ତୁ ଯଦି ଏହି ମାମଲା ଖୁଲାସା ନହୁଏ ତେବେ ସିବିଆଇକୁ ହସ୍ତାନ୍ତର କରାଯିବ।


Also Read: ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା, ଆଜି ପଶ୍ଚିମବଙ୍ଗ ଯିବ ସିବିଆଇ

  • Kolkata doctor rape murder case
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.