ମୋ ପୁଅ ଠାକୁର ବୋଲି କହିନି କି ପ୍ରଚାର କରିନି,ବଦନାମ କରୁଛନ୍ତି କୁଚକ୍ରୀ ଗୋଷ୍ଠୀ

Published By : Prameya-News7 Bureau | November 17, 2024 IST

ଭୁବନେଶ୍ବର ୧୭/୧୧: ବୈକୁଣ୍ଠଧାମ ଆଶ୍ରମରେ ନାବାଳକଙ୍କୁ ପୂଜା ପ୍ରସଙ୍ଗ । ୨ଦିନ ପରେ ସ୍ପଷ୍ଟୀକରଣ ରଖିଛନ୍ତି ନାବାଳକଙ୍କ ବାପା ପଣ୍ଡିତ କାଶୀନାଥ ମିଶ୍ର । ସେ କହିଛନ୍ତି ମୋ ପୁଅ ଠାକୁର ନୁହେଁ । ମୋ ପୁଅ ଠାକୁର ବୋଲି କହିନି କି ପ୍ରଚାର କରିନି । କୁଚକ୍ରୀ ଗୋଷ୍ଠୀ ଜାଣିଶୁଣି ବଦନାମ କରୁଛନ୍ତି । 


 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.