ଭରତପୁର ଥାନା ବିବାଦ : ତଦନ୍ତ ସମ୍ପର୍କିତ ସମସ୍ତ ତଥ୍ୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ

Published By : Prameya-News7 Bureau | October 18, 2024 IST

ଭୁବନେଶ୍ବର ୧୮।୧୦: ଭରତପୁର ଥାନାରେ ପୋଲିସ ସହ ଆର୍ମି ମେଜର ଓ ବାନ୍ଧବୀଙ୍କ ବିବାଦ ଘଟଣାରେ ଶୁକ୍ରବାର କମିଶନ ଆଗରେ ଉପସ୍ଥିତ ହେବେ କ୍ରାଇମବ୍ରାଞ୍ଚ ଏଡିଜି । ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଅଧିକାରୀ ଉପସ୍ଥିତ ରହିବେ । ଆଜି ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ସମ୍ପର୍କିତ ସମସ୍ତ ତଥ୍ୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ । 

ସ୍ପେଶାଲ ସର୍କିଟ୍ ହାଉସରେ ପହଞ୍ଚିଲେ ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାଶ । କ୍ରାଇମବ୍ରାଞ୍ଚ ଏଡିଜି ଏବଂ ଭରତପୁର ଥାନା ଘଟଣାର ତଦନ୍ତକାରୀ ଅଧିକାରୀ ମଧ୍ୟ ପହଞ୍ଚିଥିବା ସୂଚନା ରହିଛି । 

You Can Read:

ଟ୍ରେନ୍‌ରୁ ଖସି ପଡ଼ି ମା’ ଓ ଝିଅ ଗୁରୁତର, କଟିଗଲା ହାତ ଓ ଗୋଡ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.