ରାଜ୍ୟରେ ଭୂତଳ ଜଳର ସାଂଘାତିକ ସ୍ଥିତି, ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର

Published By : Prameya-News7 Bureau | March 27, 2025 IST

ଭୁବନେଶ୍ବର ୨୭/୩: ରାଜ୍ୟର ୨୩ ଜିଲ୍ଲାରେ କମୁଛି ଭୂତଳ ଜଳସ୍ତର । ବିଧାନସଭାରୁ ଆସିଲା ସାଂଘାତିକ ତଥ୍ୟ ।ଗୃହରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ବାଲେଶ୍ବର, ଭଦ୍ରକ,କଟକ,କେନ୍ଦ୍ରାପଡା,ମାଲକାନଗିରି,ନୂଆପଡା,ସମ୍ବଲପୁରକୁ ଛାଡି ଦେଲେ ବାକି ସମସ୍ତ ଜିଲ୍ଲାରେ କମିବାରେ ଲାଗିଛି ଜଳସ୍ତର । 

ତେବେ ଏହି ୨୩ ଜିଲ୍ଲା ମଧ୍ୟରୁ ରାୟଗଡା ଓ ଗଜପତିରେ ସ୍ଥିତି ସଂଗୀନ ରହିଛି ।ଏସବୁର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ଟି ଯୋଜନା ପ୍ରଣୟନ କରାଯାଇଛି । ଭୂତଳ ଜଳସ୍ତର ବୃଦ୍ଧି ପାଇଁ ଛାତ ଓ ଅରୁଆ ନାମରେ ୨ଟି ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର ।  

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.