CRPF ଯବାନଙ୍କୁ ଚୂନ : ବ୍ୟବସାୟ ଓ ଜମି କରାଇଦେବାକୁ କହି ଠକିନେଲେ ୧୬ଲକ୍ଷ ଟଙ୍କା

Published By : Prameya-News7 Bureau | February 24, 2024 IST

ବାରଙ୍ଗ ୨: ସିଆରପିଏଫ୍ ଯବାନଙ୍କୁ ଠକେଇ । ବିଜନେସ୍ ଏବଂ ଜମି କରିଦେବାକୁ କହି ଠକେଇ । ୧୬ ଲକ୍ଷ ଟଙ୍କା ଠକି ହୋଇଥିଲେ ଫେରାର । ଠକ ସୁଧାଂଶୁ ବେହେରାକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ ।

ସ୍ଥାନୀୟ ଭରତପୁର ଅଞ୍ଚଳରେ ରହୁଥିବା ଠକ ସୁଧାଂଶୁ ବେହେରାକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ବିଭିନ୍ନ ସମୟରେ ଏକାଧିକ ଲୋକଙ୍କୁ ଠକିଥିବା ସୁଧାଂଶୁ ଜଣେ ସିଆରପିଏଫ୍ ଯବାନଙ୍କୁ ବ୍ୟବସାୟ ଓ ଜମି ଦେବାକୁ କହି ୧୬ ଲକ୍ଷ ଠକି ନେଇ ଯାଇଥିଲେ । ଅଭିଯୋଗକାରୀ ଟଙ୍କା ଫେରସ୍ତ ମାଗିବାରୁ ଆଜି-କାଲି କହି ସମୟ ଗଡ଼ାଇ ଚାଲିଥିଲେ ଏବଂ ଫେରାର ହୋଇ ଯାଇଥିଲେ । ଶେଷରେ ନୟାପଲ୍ଲୀ ଥାନା ପୋଲିସ ସୁଧାଂଶୁଙ୍କୁ ଅଭିଯୋଗ ଆଧାରରେ ଗିରଫ କରିଛି ।

You Can Read :

wp:embed {"url":"https://www.prameyanews7.com/5t-chairman-v-k-pandian-visits-bhadrak-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/5t-chairman-v-k-pandian-visits-bhadrak-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.