ମାଆ ଚଣ୍ଡୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କଲେ ବାଚସ୍ପତି, ମନ୍ଦିର ପ୍ରଶାସନ ପକ୍ଷରୁ ଉପହାରରେ ମିଳିଲା ଫଟୋ

Published By : Prameya-News7 Bureau | June 30, 2024 IST

କଟକ ୩୦/୬: ଚଣ୍ଡୀ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଆଯିବ ସବୁ ପଦକ୍ଷେପ । ଆଜି କଟକର ଅଧିଷ୍ଠାତ୍ରୀ ଦେବୀ ମାଆ ଚଣ୍ଡୀଙ୍କ ଦର୍ଶନ କରିବା ଅବସରରେ ଏହି କଥା କହିଛନ୍ତି ବାଚସ୍ପତି ସୁରମା ପାଢୀ । ଓଡ଼ିଶାର ବାଚସ୍ପତି ହେବା ପରେ ପ୍ରଥମ ଥର ଚଣ୍ଡୀ ମନ୍ଦିର ଗସ୍ତ କରିଛନ୍ତି ସେ । ଆଜି ମନ୍ଦିରରେ ମାଆଙ୍କ ଦର୍ଶନ କରିବା ସହ ବେଢା ବୁଲି ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ମାଆ ଚଣ୍ଡୀଙ୍କ ଫଟୋ ଉପହାର ଦିଆଯାଇଥିଲା । 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.