ବିନିକା: ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଠାରେ ଉଦଘାଟିତ ହୋଇଛି ଦେୱାନି ଅଦାଲତ । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଓଡ଼ିଶା ଉଚ୍ଚତମ ନ୍ୟାୟାଳୟର ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା। ଜିଲ୍ଲାର ଲଛିପୁର ଥାନା, ଡୁଙ୍ଗୁରିପାଲି ଥାନା ଓ ରାମପୁର ଥାନା ଅଧୀନରେ ଥିବା ମାମଲାର ବିଚାର ଏହି ନ୍ୟାୟାଳୟରେ ହୋଇପାରିବ ବୋଲି କହିଛନ୍ତି ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା ।
ଦିଲ୍ଲୀ ନିର୍ବାଚନରେ କାହିଁକି ହାରିଲା ଆପ୍ ? କେଜ୍ରି...
![Delhi election results](https://api-news7.prameyanews7.com/prameya/document/post/2/2_189_1739031201933.webp)