ପ୍ରାଇସ୍ ଫିକ୍ସେସନ କମିଟି ରିପୋର୍ଟ ଆସିଛି, ସରକାର ନିଷ୍ପତ୍ତି ନେବେ : ଅବକାରୀ ମନ୍ତ୍ରୀ

Published By : Prameya-News7 Bureau | December 28, 2024 IST

ଭୁବନେଶ୍ବର ୨୮।୧୨: ରାଜ୍ୟରେ ମଦ ଦରବୃଦ୍ଧିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ପ୍ରାଇସ୍ ଫିକ୍ସେସନ କମିଟି ରିପୋର୍ଟ ଆସିଛି, ସରକାର ନିଷ୍ପତ୍ତି ନେବେ । ଦର ବୃଦ୍ଧି ପାଇଁ ପ୍ରାଇସ୍ ଫିକ୍ସେସନ କମିଟି ଥାଏ । ସମସ୍ତ ଷ୍ଟେକ ହୋଲଡରଙ୍କ ସହ ଆଲୋଚନା କରି ଏହି କମିଟି ନିଷ୍ପତ୍ତି ନିଏ । ୩ ଦିନ ତଳେ ଏହି କମିଟିର ବୈଠକ ବସିଥିଲା, ନିଷ୍ପତ୍ତି ଆସିଛି । ସରକାର ତା ଉପରେ ବିଚାର କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ମଣ୍ଡି ଅବ୍ୟବସ୍ଥା ନେଇ କଂଗ୍ରେସର ୧୨ଘଣ୍ଟିଆ ଭବାନୀପାଟଣା ବନ୍ଦ : ଖୋଲିନି ଦୋକାନ ବଜାର, ଗାଡ଼ି ଚଳାଚଳ ଠପ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.