ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ରସିକିଆ ପ୍ରଧାନ ଶିକ୍ଷକ ସସ୍‌ପେଣ୍ଡ

Published By : Prameya-News7 Bureau | April 29, 2025 IST

ଯାଜପୁର ୨୯ବହିସ୍କୃତ ହେଲେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ରସିକିଆ ପ୍ରଧାନ ଶିକ୍ଷକ । ଗତ ୨୧ ତାରିଖ ଦିନ ସଦର ଥାନାରେ ଛାତ୍ରୀଙ୍କ ମା’ କରିଥିଲେ ସଙ୍ଗୀନ ଅଭିଯୋଗ । ଯାଜପୁର ବ୍ଲକ ଅଞ୍ଚଳରେ ଥିବା ଏକ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବେନ୍ଦ୍ର ସାହୁ ଛାତ୍ରୀଙ୍କୁ ଆଲମିରାରୁ କାଗଜ ଆଣିବାକୁ କହି ଅସଦାଚରଣ କରିଥିଲେ । ଶିକ୍ଷକ ଜଣଙ୍କୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ବେଳେ ବ୍ଲକ ଶିକ୍ଷା ବିଭାଗ ନେଇଛି ବଡ଼ ଆକ୍ସନ । ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସସପେଣ୍ଡ କରିଛନ୍ତି ଯାଜପୁର ବ୍ଲକ ଶିକ୍ଷା ଅଧିକାରୀ ।

You Can Read:

ଚନ୍ଦନେଶ୍ୱର ବଜାରରେ ଭୟାବହ ଅଗ୍ନିକାଣ୍ଡ, ୨୦ ଦୋକାନ ପୋଡ଼ି ନଷ୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.