ଭୁବନେଶ୍ବର ୧୫।୧୨: ଇନ୍ସ୍ୟୁରାନ୍ସ ନୁଁହେ ଆସ୍ୟୁରାନ୍ସ ମୋଡ଼ରେ ହେବ ଆୟୁଷ୍ମାନ ଓ ଗୋପବନ୍ଧୁ କାର୍ଡ଼ ଚିକିତ୍ସା । ରାଜ୍ୟରେ ଏକାଥରେ ୩ କୋଟି ଲୋକଙ୍କୁ କାର୍ଡ଼ ଦେବେ ସରକାର । ମିଶନ ମୋଡ୍ରେ ଆମେ ହେଲ୍ଥ କେୟାର ସିଷ୍ଟମକୁ ଆଗକୁ ନେବାକୁ ଚାହୁଁଚୁ । ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଆରୋଗ୍ୟ ଯୋଜନାର ଖର୍ଚ୍ଚ ଆରମ୍ଭ ହୋଇଯାଇଛି କେବଳ କାର୍ଡ଼ ଆଗକୁ ଦିଆଯିବ । ଗତ କାର୍ଡ଼ରେ ମାତ୍ର ୯୫୬ ହସ୍ପିଟାଲରେ ଚିକିତ୍ସା ହେଉଥିଲା ମାତ୍ର ଏବେ ପୁରା ଭାରତ ବର୍ଷରେ ୨୭ ହଜାର ହସ୍ପିଟାଲରେ ଚିକିତ୍ସା ପାଇପାରିବେ । ଇନ୍ସ୍ୟୁରାନ୍ସ ନୁଁହେ ଆସ୍ୟୁରାନ୍ସ ମୋଡ଼ରେ ଆମେ ଦେବୁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।
You Cam Read:
ଏବେ ରୋଗୀଙ୍କ ଗତିବିଧି ତଥ୍ୟ ରଖିବ ସ୍ୱାସ୍ଥ୍ୟ ବିଭାଗ, ସବୁ ପଞ୍ଚାୟତରେ ଖୋଲିବ ହେଲ୍ଥ ଓ୍ବେଲନେସ୍ ସେଣ୍ଟର