ଲମତାପୁଟ ୫।୬: କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ଆଇଇଡି ଜବତ ହୋଇଛି । ଅନାକାଡେଲି, ମାଛକୁଣ୍ଡ ଏବଂ ଅଣ୍ଡ୍ରାହାଲ ମିଳିତ BSF ଦ୍ବାରା ଦୁଇଟି ବିସ୍ଫୋରକ ଆଇଇଡି ଜବତ ହୋଇଛି l
ବିଶେଷ ସୂତ୍ରରୁ ଖବର ପାଇ ବିଏସଏଫ ଲମତାପୁଟ ବ୍ଲକ ଖଡାପୁଟ ଜଙ୍ଗଲ ଭିତରେ ଏକ ପଥର ସନ୍ଧିରେ ଆଇଇଡି ଲୁଚାଇ ରଖିଥିଲେ ମାଓବାଦୀ l ପଥର ସନ୍ଧିରୁ ଆଇଇଡିକୁ ବାହାର କରି ନଷ୍ଟ କରିଛି ବିଏସ୍ଏଫ୍ l ଆନ୍ଧ୍ର ଓଡିଶା ସୀମାନ୍ତ ହୋଇଥିବାରୁ ପାଟ୍ରୋଲିଂ କଡାକଡି କରିଛି ବିଏସ୍ଏଫ୍ I
You Can Read :
ପ୍ରଥମ ଥର ଓଡ଼ିଶାରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି ବିଜେପି, କିଏ ହେବ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ?